GOOD
INDIA
ODISHA
Road Accident: ଟ୍ରକ୍-ସରକାରୀ ବସ୍ ମୁହାଁମୁହିଁ ଧକ୍କା

ସରକାରୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ବସ୍ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ସଇଁତଲାରେ ୨୬ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ଏହି ଦୁର୍ଘଟଣା। ସରକାରୀ ବସ୍ଟି ଭୁବନେଶ୍ୱରରୁ ନୂଆପଡ଼ା ଅଭିମ
Odisha Reporter पर मूल खबर पढ़ें ↗