GOOD
INDIA
ODISHA
Two Young Athlete Dies: ମା’ଙ୍କ ଦର୍ଶନ ସାରି ଫେରୁଥିଲେ, ଡିଭାଇଡର୍ରେ ପିଟି ହୋଇ ଚାଲିଗଲା ୨ ଯୁବ ଆଥଲେଟଙ୍କ ଜୀବନ

Two Young Athlete Dies: ବିଜୟା ଦଶମୀରେ ମାଆଙ୍କ ଦର୍ଶନ କରି ଖୁସିରେ ହଷ୍ଟେଲକୁ ଫେରୁଥିଲେ ଦୁଇ ଯୁବ ଆଥଲେଟ୍। ହେଲେ ଅଧ ବାଟରେ ସତେ ଯେମିତି ଛକି ବସିଥିଲା ମୃତ୍ୟୁ। ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଦୁଇ ପ୍ରତିଭାବାନ ଆଥଲେଟଙ୍କ ଜୀବନର ଦୀପ ଲିଭି ଯାଇଛି। କଟକ-ଭୁବନେଶ୍ୱର ଜାତୀୟ
Odisha Reporter पर मूल खबर पढ़ें ↗