GOOD
CRIME
ODISHA
Stop Rape: ଦେବଗଡ଼ରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

Stop Rape: ସାମ୍ନାକୁ ଆସିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଜଣେ ୫ ବର୍ଷୀୟ ଶିଶୁ କନ୍ୟାକୁ କରାଯାଇଛି ଦୁଷ୍କର୍ମ। ଗାଁ ଗାଁ ବୁଲି କନ୍ଥା ସିଲେଇ କରୁଥିବା ଜଣେ ଯୁବକ ଘଟାଇଛି ଏପରି ଜଘନ୍ୟକାଣ୍ଡ। ଦୁଷ୍କର୍ମ ଯୋଗୁ ଏବେ ନାବାଳିକାଙ୍କ ଅବସ୍ଥା ଗୁରୁତର। ଏଥିପାଇଁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ
Odisha Reporter पर मूल खबर पढ़ें ↗