GOOD
INDIA
ODISHA
Road Accident: ପୂଜା ସାମଗ୍ରୀ ଆଣିବା ପାଇଁ ଯାଉଥିବା ବେଳେ ପିଟିଦେଲା ଗାଡ଼ି; ୨ ମୃତ, ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଉଛନ୍ତି ପଥରଖମ୍ବ ଗାଁର ଅଜିତ ନାୟକ ଓ ଅନୀଲ ନାୟକ। ଗାଁର ସୁମନ୍ତ ନାୟକ ଏହି ଦୁର୍ଘଟଣାରେ ଗୁ
Read the original at Odisha Reporter ↗