GOOD
INDIA
ODISHA
ମିଳିଲା ନିଖୋଜ OSAP ଯବାନଙ୍କ ଝୁଲନ୍ତା ମୃତଦେହ

ଗତ ଗୁରୁବାରଠାରୁ ନିଖୋଜ ହୋଇଯାଇଥିବା ଓଡ଼ିଶା ସ୍ପେଶାଲ ଆର୍ମଡ ପୁଲିସ (OSAP)ର ଜଣେ ଯବାନଙ୍କ ଝୁଲନ୍ତା ମୃତଦେହକୁ ଆଜି ଠାବ କରାଯାଇଛି। ତାଙ୍କ ନାଁ ପୃଥ୍ୱୀରାଜ ସାହୁ। ସେ ଝାରସୁଗୁଡ଼ା ବିମାନ ବନ୍ଦରରେ ମୁତୟନ ହୋଇଥିଲେ। ଝାରସୁଗୁଡ଼ା ସହର ବିଟିଏମ୍ ଅଞ୍ଚଳରେ ସ୍ତ୍ରୀ ଓ ୪ ବର୍ଷର ଝିଅ ସହ ଭଡ଼ା ଘ
Read the original at Odisha Reporter ↗