GOOD
INDIA
ODISHA
ଲାଞ୍ଚ ନେଇ ORS ଅଧିକାରୀ ଗିରଫ; ବିଭାଗୀୟ ସହକର୍ମୀଙ୍କୁ ଏମିତି ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ

ଲାଞ୍ଚ ନେଇ ଗିରଫ ହୋଇଛନ୍ତି ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର। ସେ ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ପ୍ରୋବେସନ୍ (ପ୍ରଶିକ୍ଷଣ) ଅବଧିରେ ଥିବାବେଳେ ବାଲିଆପାଳରେ ସବ୍-ରେଜିଷ୍ଟ୍ରାର ଭାବେ
Odisha Reporter पर मूल खबर पढ़ें ↗