GOOD
INDIA
ODISHA
Orangutan: ଓରାଙ୍ଗଉଟାନଙ୍କୁ ନେଇ ମନ୍ତ୍ରୀ କହିଲେ ଏମିତି କଥା

ଓଡ଼ିଶାରେ ରହିପାରନ୍ତି ୫ ଓରାଙ୍ଗଉଟାନ। ବାଲେଶ୍ବରରୁ ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନଗୁଡିକ ଏବେ ନନ୍ଦନକାନନରେ ସୁସ୍ଥ ଅଛନ୍ତି। ସେମାନଙ୍କୁ ନେବା ପାଇଁ ଏଯାଏ କୌଣସି ଦେଶ ଦାବି କରିନାହାନ୍ତି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ଆମେ ଚାହି
Read the original at Odisha Reporter ↗