Flag of Indiaसत्यमेव जयते
PROBLEM POLITICS ODISHA

OFDCରେ ପ୍ରଶାସନିକ ସଙ୍କଟ: ଅଧ୍ୟକ୍ଷ-ଏମଡି ମୁହାଁମୁହିଁ, ଚାଲିଛି ଆଇଏଏସ-ଆଇଏଫଏସଙ୍କ ପତିଆରା ଲଢ଼େଇ, କର୍ମଚାରୀ ଅତିଷ୍ଠ

ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି)ରେ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଓଏଫଡିସି ଅଧ୍ୟକ୍ଷ ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ ଓ ପରିଚାଳନା ନିର୍ଦ୍ଦେଶକ(ଏମଡି) ୧୯୯୩ ବ୍ୟାଚ୍ ଆଇଏଫଏସ୍ ପ୍ରେମ କୁମାର ଝାଙ୍କ ମଧ୍ୟରେ ପ୍ରାୟ ୭-୮ମାସ ଧରି ଚାଲିଥିବା ଛକାପଞ୍ଝା ଏବେ ଉଗ୍ରରୂପ ନେଇଛ

Odisha Reporter Sat, 31 Oct 2026 15:03 DEVELOPING
Odisha Reporter पर मूल खबर पढ़ें ↗