GOOD
INDIA
ODISHA
Odissi dancer dies after performance: ନୃତ୍ୟ ପରିବେଷଣ କରିବା ପରେ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ମୃତ୍ୟୁ

ନୃତ୍ୟ ପରିବେଷଣ କରି ମଞ୍ଚରୁ ଓହ୍ଲାଇ ଗ୍ରୀନ୍ ରୁମ୍କୁ ଯିବା ପରେ ଅସୁସ୍ଥ ଅନୁଭବ କଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ପ୍ରଶାନ୍ତ କୁମାର ସାହୁ। ସାଥୀ କଳାକାର ଓ ଆୟୋଜକମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଗତକାଲି ଭୁ
Read the original at Odisha Reporter ↗