GOOD
INDIA
ODISHA
କାନ୍ଥକାଟି ନେଇଗଲେ.. କୋଟିଏ ଟଙ୍କାର ଅଳଙ୍କାର | Odisha Reporter
୪୦୦ ଗ୍ରାମ ସୁନା... ପନ୍ଦର କିଲୋ ରୁପା ଏବଂ ପାଞ୍ଚଲକ୍ଷ ନଗଦ ଟଙ୍କା ଥିଲା । କାଲି ରାତି ଆଠଟା ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲି । ଆଉ ଆଜି ସକାଳୁ ଦେଖିଲା ବେଳକୁ.. ଦୋକାନର ଆଗପଟେ ତାଲା ଝୁଲୁଛି... କିନ୍ତୁ ପଛପଟ କାନ୍ଥ କଟା ହୋଇଛି । ସବୁକିଛି ଲୁଟି ନେଇଛନ୍ତି.. ଏବଂ ସିସିଟିଭିର
Odisha Reporter पर मूल खबर पढ़ें ↗