GOOD
INDIA
ODISHA
Odisha ରେ ବାତ୍ୟା 'ମୁରାସୁ' ପ୍ରଭାବହୀନ: 'ଅର୍ଣ୍ଣବ' ପୁନରୁଦ୍ଧାର ପାଇଁ ୪ ଆଇଏଏସଙ୍କୁ ସ୍ୱତନ୍ତ୍ର କ୍ଷମତା, ଗିଡ଼ିପାବାଲିରେ ଏବେବି ୧୧ ନିଖୋଜ

ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଆଜି ସ୍ଥଳଭାଗ ଛୁଇଁଥିବା ଭୀଷଣ ବାତ୍ୟା ‘ମୁରାସୁ’ ଓଡ଼ିଶାରେ ପ୍ରଭାବହୀନ ରହିଛି। ଆଉ ଏପଟେ ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଅଂଚଳଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରିବା ନିମନ୍ତେ ରାଜ୍ୟ ସରକାର ୪ଜଣ ଆଇଏଏସଙ୍କୁ
Read the original at Odisha Reporter ↗