ACCOUNTABILITY
INDIA
ODISHA
OCS ପରୀକ୍ଷା: ସତ୍ୟପାଠ ମାଗିଲେ ହାଇକୋର୍ଟ

ବାତ୍ୟା ‘ଅର୍ଣ୍ଣବ’ ପରେ ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା କରାଯାଇଥିବା ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା (ମେନ ପରୀକ୍ଷା)କୁ କେମିତି ପରିଚାଳନା କରାଗଲା, ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ଶୁକ୍ରବାର ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଏ ସଂପର୍କରେ ଜଣାଇବାକୁ ର
Read the original at Odisha Reporter ↗