GOOD
INDIA
ODISHA
NZvIND: ଭାରତ ଟସ୍ ଜିତିବା ପରେ ବାତିଲ ହେଇଗଲା ମ୍ୟାଚ୍, ବାକି ୨ଟି ମ୍ୟାଚ୍ ଖେଳିବେନି ଗିଲ୍ ଓ ରାହୁଲ

NZvIND: ହାମିଲଟନ୍ର ସେଡନ ପାର୍କ ଷ୍ଟାଡିୟମ। ନ୍ୟୁଜିଲ୍ୟାଣ୍ଡ ଓ ଭାରତ ଏଠାରେ ତୃତୀୟ ଦିନିକିଆ ଖେଳିବାକୁ କରି ସାରିଥିଲେ ସବୁ ପ୍ରସ୍ତୁତ। ଭାରତର ଅଧିନାୟକ ଶୁବମନ ଗିଲ୍ ପ୍ରଥମ ଦୁଇଟି ମ୍ୟାଚ୍ ଭଳି ତୃତୀୟ ଦିନିକିଆରେ ମଧ୍ୟ ଟସ୍ ଜିତିଥିଲେ। ଟସ୍ ଜିତିବା ପରେ ହାମିଲଟନ୍ର କାଲୁଆ ପାଗର
Read the original at Odisha Reporter ↗