GOOD
INDIA
ODISHA
NZvIND: ନ୍ୟୁଜିଲ୍ୟାଣ୍ଡକୁ ପୁଣି ହରାଇଲା ଭାରତ

ବର୍ଷା ବାଧାପ୍ରାପ୍ତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍କୁ ଜିତିଛି ଭାରତ। ୱେଲିଂଟନରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଘରୋଇ ଦଳକୁ ଡିଏଲ୍ଏସ୍ ମେଥଡ୍ରେ ୪ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହା ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍ରେ ୨-୦ରେ ଆଗୁଆ
Read the original at Odisha Reporter ↗