Flag of Indiaसत्यमेव जयते
GOOD INDIA ODISHA

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ ତିଳକ ବର୍ମା। ଏହି ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟର ଅଫ ଦି ମ୍ୟାଚ’ ପୁରସ୍କାର ମିଳିଥିଲା। ଶନିବାର (୨୪ ଅକ୍ଟୋବର) କ୍ରାଇଷ୍ଟଚର୍ଚ୍ଚରେ ଟିମ ଇଣ୍ଡିଆ ଘର

ଧରିତ୍ରୀ Sun, 25 Oct 2026 02:11
Read the original at ଧରିତ୍ରୀ ↗