GOOD
CRIME
ODISHA
Murder: ଅଙ୍ଗନବାଡ଼ି କର୍ମୀଙ୍କୁ ଛୁରୀ ଭୁଷି ମାରି ଦେଲେ ସ୍ୱାମୀ

ମଦ୍ୟପ ସ୍ୱାମୀର ନୃଶଂସ କାଣ୍ଡ। ସ୍ତ୍ରୀକୁ ଛୁରୀ ଭୁସି କଲେ ହତ୍ୟା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଦେହୁରୀ ସାହିରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ସସ୍ମିତା ଖଟୁଆ। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ଲଳିତ ରଣା। ସସ୍ମିତା ଜଣେ ଅଙ୍ଗନବାଡ଼ି କର୍ମୀ ଥିଲେ। ତାଙ
Read the original at Odisha Reporter ↗