GOOD
INDIA
ODISHA
Madhubabu Pension ଆସନ୍ତାକାଲିଠୁ ‘ମଧୁବାବୁ ପେନସନ’ର ନୂଆ ନିୟମ: ଆଉ ୱେଟିଂ ପିରିୟଡ଼ ନାହିଁ, ଏଣିକି ଅନଲାଇନରେ ସିଧାସଳଖ ଯୋଡ଼ିହେବେ ହିତାଧିକାରୀ

ରାଜ୍ୟର ଅସହାୟ, ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ନିରାଶ୍ରୟ ମହିଳାମାନଙ୍କ ସାମାଜିକ ସୁରକ୍ଷାକୁ ଅଧିକ ସୁଦୃଢ଼ ତଥା ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୧୮ବର୍ଷ ପୁରୁଣା ‘ମଧୁବାବୁ ପେନସନ ଯୋଜନା ନିୟମ’ର ସଂଶୋଧନ କରିଛନ୍ତି। ଯାହାକି ଆସନ୍ତାକାଲିଠୁ (ନଭେମ୍ବର ୧୦ତାରିଖ)ରୁ ସମଗ୍ର ରାଜ୍ୟରେ
Odisha Reporter पर मूल खबर पढ़ें ↗