GOOD
INDIA
ODISHA
Lady IPS manhandled ଦୀପାବଳିରେ ବାଣ ଫୁଟାକୁ ନେଇ କଟକରେ ଉତ୍ତେଜନା: ଅନ୍ ଡ୍ୟୁଟି ମହିଳା ଆଇପିଏସ ଅଫିସରଙ୍କ ସହ ଧସ୍ତାଧସ୍ତି, ୪ ଗିରଫ

କଟକର ନୟାସଡ଼କ ଅଂଚଳରେ ଦୀପାବଳି ଉତ୍ସବବେଳେ ମହିଳା ଆଇପିଏସ୍ ଅଫିସର ଅନନ୍ୟା ଅବସ୍ଥିଙ୍କ ସହ ଧସ୍ତାଧସ୍ତି ଓ ଦୁର୍ବ୍ୟବହାର ଘଟଣା ସମଗ୍ର ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି। ରାତି ୧୦ଟା ପରେ ବାଣ ଫୁଟାଇବାକୁ ବାରଣ କରିବାରୁ ଏକ ନିର୍ଦ୍ଦିଷ୍ଟ ସମୁଦାୟର କିଛି ଯୁବକମାନେ ପୁଲିସ ଉପରେ ଆକ୍ରମଣ କ
Read the original at Odisha Reporter ↗