Flag of Indiaसत्यमेव जयते
GOOD INDIA ODISHA

ଅମିତାଭଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଏହି ଦିନରୁ ଆରମ୍ଭ ହେବ KBC ଶୁଟିଂ

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ବଡ଼ ଖବର। ଗତ ୨ରୁ ୩ ଦିନ ଧରି ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖବର ପ୍ରସାରିତ ହେଉଥିଲା ଯେ, ହଠାତ୍‌ ସ୍ବାସ୍ଥ୍ୟ ବିଗିଡ଼ିବା କାରଣରୁ ଅମିତାଭ ବଚ୍ଚନ ‘କୌନ ବନେଗା କରୋଡ଼ପତି ୧୮’ (KBC 18)ର ଶ

ଧରିତ୍ରୀ Mon, 09 Nov 2026 16:41
ଧରିତ୍ରୀ पर मूल खबर पढ़ें ↗