Flag of Indiaसत्यमेव जयते
GOOD INDIA ODISHA

ବୋହୂଙ୍କୁ ଘାରିଲା iPhone ନିଶା, ଶାଶୂଙ୍କ ଗହଣା ବିକି କିଣିଲେ ଫୋନ୍‌, ଶାଶୂ ଜାଣିବା ପରେ…

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରର ନାଗପୁରରୁ ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦାମୀ iPhone କିଣିବାର ସଉକ ପୂରଣ କରିବା ପାଇଁ ଜଣେ ବୋହୂ ନିଜ ଶାଶୂଙ୍କ ସୁନା ଗହଣା ଚୋରି କରିଥିବା ଅଭିଯୋଗ ହୋଇଛି। ଆଲମାରିରେ ରଖାଯାଇଥିବା ୫୩ ଗ୍ରାମ ସୁନା ଗହଣା ଚୋରି କରି ବୋହୂ ତାହାକୁ ବିକ

ଧରିତ୍ରୀ Tue, 10 Nov 2026 05:07
ଧରିତ୍ରୀ पर मूल खबर पढ़ें ↗