GOOD
INDIA
ODISHA
India Creates History: ୪୦ ବଲ୍ ପୂର୍ବରୁ ୧୯୯ ରନର ଟାର୍ଗେଟ ହାସଲ: ଭାରତ ରଚିଲା ନୂଆ ଇତିହାସ, ଅଭିଷେକଙ୍କ ରେକର୍ଡ ବର୍ଷା

India Creates History: ନ୍ୟୁଜିଲ୍ୟାଣ୍ଡ ମାଟିରେ ଭାରତ ରଚିଛି ନୂଆ ଇତିହାସ। ଶ୍ରେୟସ ଆୟରଙ୍କ ଭାରତୀୟ କ୍ରିକେଟ ଟିମ ୫ ଟିକିଆ ଟି-୨୦ ସିରିଜକୁ ଆଗୁଆ ୩-୦ରେ କବଜା କରି ନେଇଛି। ତୃତୀୟ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ୧୯୯ ରନର ଟାର୍ଗେଟ ଦେଇଥିଲେ ହେଁ ଏହାକୁ ଭାରତ ବେଶ ସହଜରେ ହାସଲ କରିପାରି
Odisha Reporter पर मूल खबर पढ़ें ↗