Flag of Indiaसत्यमेव जयते
GOOD INDIA ODISHA

କ୍ରିକେଟ ଜଗତରେ ହଇଚଇ! ଏହି କ୍ରିକେଟରଙ୍କୁ ନିଲମ୍ବିତ କଲା ICC, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୧୦: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳକୁ ବଡ଼ ଝଟକା ଲାଗିଛି । ଦଳର ଅଭିଜ୍ଞ ଦ୍ରୁତ ବୋଲର ମେଗାନ୍‌ ସ୍କଟ୍‌ଙ୍କୁ ପ୍ରେସକ୍ରିପସନ୍‌ ଔଷଧ ବ୍ୟବହାର ସମ୍ପର୍କିତ ନିୟମ ଉଲ୍ଲଂଘନ ଅଭିଯୋଗରେ ଦୁଇଟି ମ୍ୟାଚ୍‌ରୁ ନିଲମ୍ବିତ କରାଯାଇଛି । ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଏବଂ

ଧରିତ୍ରୀ Thu, 22 Oct 2026 08:44
Read the original at ଧରିତ୍ରୀ ↗