REFORM
CRIME
ODISHA
High Court: ରାଜ୍ୟସଭା କ୍ରସଭୋଟିଂ ବିବାଦ: ନିଲମ୍ବିତ ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍ , ବାଚସ୍ପତିଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଲା ବିଜେଡି

ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ମାମଲା ଏବେ ନୂଆମୋଡ଼ ନେଇଛି। ହାଇକୋର୍ଟ ଏହି ମାମଲାରେ ବିଜେଡିରୁ ନିଲମ୍ବିତ ୫ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରି ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ହାଇକୋର୍ଟଙ୍କ ଏହି ନୋଟିସ୍ ପରେ ବିଜେଡି
Odisha Reporter पर मूल खबर पढ़ें ↗