GOOD
INDIA
ODISHA
ଧନତେରସ ପୂର୍ବରୁ ଖୁସି ଖବର: ୧ଲକ୍ଷ ୬ ହଜାର ଶସ୍ତା ହେଲା ରୂପା, ବିଶେଷଜ୍ଞ କହିଲେ ଆହୁରି…
ନୂଆଦିଲ୍ଲୀ,୩।୧୧: ଦୀପାବଳିରେ ଏଥର ରୂପାର ଶୁଭ ଉପହାର କିଣିବା ପାଇଁ (ଅଳଙ୍କାର) ବଜାରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଗତ କିଛି ମାସ ମଧ୍ୟରେ ରୂପା ଦରରେ ଦେଖାଦେଇଥିବା ଉତ୍ଥାନ-ପତନ ପରେ ଏବେ ମୂଲ୍ୟରେ ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି। ୪ ଫେବୃଆରୀ ୨୦୨୬ରେ ରୂପା ଦର କିଲୋଗ୍ରାମ ପିଛା
Read the original at ଧରିତ୍ରୀ ↗