GOOD
INDIA
ODISHA
ଗୁଣ୍ଡୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସୁଧୁରୁନି ଅବ୍ୟବସ୍ଥା, ଅନ୍ୟତ୍ର ଯାଉଛନ୍ତି ପିଲା
ବଇଣ୍ଡା,୨୨।୧୦(ପରିକ୍ଷିତ ସାହୁ): ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। ପିଲାମାନଙ୍କୁ ଉତ୍ତମ ଶିକ୍ଷାଦାନ ସହ ଶୈକ୍ଷିକ ପରିବେଶକୁ ଉନ୍ନତମାନର କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଥିବା ଅନେକ ପୁରାତନ ବିଦ୍ୟାଳୟର ଠିକ୍ ଭାବେ ବିକାଶ କରାଯ
Read the original at ଧରିତ୍ରୀ ↗