GOOD
INDIA
ODISHA
ନ୍ୟୁଜିଲାଣ୍ଡକୁ ଜୋରଦାର ଝଟ୍କା: ଭାରତ ବିପକ୍ଷ ଦିନିକିଆ ସିରିଜ୍ ମଝିରେ ବାଦ୍ ପଡ଼ିଲେ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି
ନୂଆଦିଲ୍ଲୀ,୯।୧୧: ଭାରତ ବିପକ୍ଷ ଦିନିକିଆ ସିରିଜ ମଧ୍ୟରେ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟା ଯୋଗୁ ଦଳର ଦ୍ରୁତ ବୋଲର ଲକି ଫର୍ଗୁସନ ଚତୁର୍ଥ ଓ ପଞ୍ଚମ ଦିନିକିଆରୁ ବାଦ ପଡ଼ିଛନ୍ତି। ଏହା ସହିତ ଦଳରେ ଆଉ କିଛି ପରିବର୍ତ୍ତନ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ। ଭାରତ ବିପକ୍ଷ ତୃ
Read the original at ଧରିତ୍ରୀ ↗