Flag of Indiaसत्यमेव जयते
GOOD INDIA ODISHA

ବକ୍ସ ଅଫିସ୍‌ରେ ‘ରାମାୟଣ’ ଧମାକା: ‘ଧୁରନ୍ଧର ୨’କୁ ପକାଇଲା ପଛରେ

ମୁମ୍ବାଇ:ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ: ପାର୍ଟ ୧’ ବକ୍ସ ଅଫିସ୍‌ରେ ଆଉ ଏକ ବଡ଼ ରେକର୍ଡ କରିଛି। ରିଲିଜ୍‌ର ମାତ୍ର ୫ ଦିନ ମଧ୍ୟରେ ଫିଲ୍ମର ବିଶ୍ୱବ୍ୟାପୀ ଆୟ ପ୍ରାୟ ୬୬୩.୯୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ଫିଲ୍ମ ଦୀପାବଳି ପରେ ମଧ୍ୟ ବକ୍ସ ଅଫିସ୍‌ରେ ନିଜର ଦବଦବା ଜାରି ରଖିଛି।

ଧରିତ୍ରୀ Tue, 10 Nov 2026 07:23
Read the original at ଧରିତ୍ରୀ ↗