Flag of Indiaसत्यमेव जयते
GOOD INDIA ODISHA

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’, ଏହିଠାରେ କରିବ ଲ୍ୟାଣ୍ଡ୍‌ଫଲ୍‌, ଆଇଏମ୍‌ଡି ଡିଜି କହିଲେ ପବନର ବେଗ ରହିବ…

ଭୁବନେଶ୍ୱର,୨ା୧୧: ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି ‘ମୁରାସୁ’। ରବିବାର ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୪୮୦ କି.ମି., ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୫୫୦ କି.ମି., ମଚ୍ଛଲିପଟନମ୍‌ଠାରୁ ୫୬୦ କି.ମି. ଓ ବିଶାଖାପାଟଣାଠାରୁ ୬୧୦ କି.ମି. ଦୂରରେ ରହିଥିଲା। ସୋମବାର

ଧରିତ୍ରୀ Mon, 02 Nov 2026 02:23
ଧରିତ୍ରୀ पर मूल खबर पढ़ें ↗