Flag of Indiaसत्यमेव जयते
GOOD INDIA ODISHA

ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କଲା ରୁଷିଆ; ୨୬ ମୃତ, ୨୭ ନିଖୋଜ

କ୍ୱିଭ,୩।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଉ ଏକ ବଡ଼ ଧରଣର ଆକ୍ରମଣ ହୋଇଛି। ରୁଷୀୟ ସେନା ୟୁକ୍ରେନର ଜାପୋରିଝିଆ ଅଞ୍ଚଳରେ ଥିବା ଏକ ସହାୟତା କେନ୍ଦ୍ରକୁ ଟାର୍ଗେଟ କରିଥିଲା, ଯେଉଁଥିରେ ଅତିକମରେ ୨୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆକ୍ରମଣ ସମୟରେ, ସ୍ଥାନୀୟ ବାସିନ୍

ଧରିତ୍ରୀ Tue, 03 Nov 2026 04:38
Read the original at ଧରିତ୍ରୀ ↗