Flag of Indiaसत्यमेव जयते
GOOD INDIA ODISHA

ପାକିସ୍ତାନ ଟିମ୍‌ରେ ଖେଳାଳି ଚୟନକୁ ନେଇ ବିବାଦ, ବାବର ଆଜମ କଲେ ବଡ଼ ଖୁଲାସା

ପାକିସ୍ତାନ କ୍ରିକେଟ୍‌ ଟିମ୍‌ରେ ଖେଳାଳି ଚୟନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଦଳରେ ହୋଇଥିବା ଅଦଳବଦଳ ମଧ୍ୟରେ ଅଧିନାୟକ ବାବର ଆଜମ ଏକ ବଡ଼ ବୟାନ ଦେଇଛନ୍ତି । ଖେଳାଳିଙ୍କୁ ଚୟନ କରିବା କିମ୍ବା ଦଳରୁ ବାଦ୍‌ ଦେବା ତାଙ୍କ ହାତର

ଧରିତ୍ରୀ Mon, 09 Nov 2026 06:26
ଧରିତ୍ରୀ पर मूल खबर पढ़ें ↗