GOOD
INDIA
ODISHA
ସାମ୍ୱାଦିକାଙ୍କୁ ବିବାହ ପରେ ଓମାର ଅବଦୁଲ୍ଲାଙ୍କୁ ଆଉ ଏକ ଶକ୍ତ ଝଟ୍କା, ଦଳ ଛାଡିଲେ ବଡ଼ ନେତା
ନୂଆଦିଲ୍ଲୀ,୩।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗର ଏମପି ଆଗା ସୟଦ ରୁହୁଲ୍ଲାହ ମେହେଦୀ ଆଜି ନ୍ୟାସନାଲ କନଫରେନ୍ସ (NC) ରୁ ଇସ୍ତଫା ଦେଇଛନ୍ତି ଏବଂ ସେ ଦଳ ସହିତ ନିଜ ଏମପି ପଦ ମଧ୍ୟ ଛାଡ଼ିଛନ୍ତି। ଆଜି ସେ ବଡଗାମରେ ନିଜ ପିତା ଆଗା ସୟଦ ମେହେଦୀଙ୍କ ୨୬ତମ ପୁଣ୍ୟତିଥି ଅବସରରେ ଏକ ଜନସଭାକୁ ସମ୍ୱୋଧି
Read the original at ଧରିତ୍ରୀ ↗