Flag of Indiaसत्यमेव जयते
GOOD INDIA ODISHA

ଭାରତ ସହ ଟକ୍କର ପୂର୍ବରୁ ନ୍ୟୁଜିଲାଣ୍ଡର ଅବସ୍ଥା ବେହାଲ, ୨୪ ଘଣ୍ଟାରେ ୩ ଖେଳାଳି ସିରିଜ୍‌ରୁ ବାଦ୍‌, ଜାଣନ୍ତୁ କିଏ କିଏ…

ନୂଆଦିଲ୍ଲୀ, ୩।୧୧: ଭାରତ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ଆଉ ଏକ ବଡ଼ ଝଟକା। ଦଳର ଷ୍ଟାର୍‌ ବ୍ୟାଟର ଡେଭନ କନୱେ ପ୍ରଥମ ଦିନିକିଆରୁ ବାଦ ପଡ଼ିଛନ୍ତି। ମ୍ୟାଚ ପୂର୍ବରୁ ଫିଲ୍ଡିଂ ଅଭ୍ୟାସ କରୁଥିବା ସମୟରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହାପରେ

ଧରିତ୍ରୀ Tue, 03 Nov 2026 05:02
Read the original at ଧରିତ୍ରୀ ↗