Flag of Indiaसत्यमेव जयते
GOOD INDIA ODISHA

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ୮ ବିଭାଗର ଅବଜ୍ଞା

ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟର ସାମଗ୍ରିକ ଓ ସମାବେଶୀ ବିକାଶ ସହ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହାକୁ ନେଇ କେଉଁ ବିଭାଗ କି ପ୍ରକାର ଯୋଜନା କଲେ ସବୁ ବର୍ଗର ଲୋକଙ୍କ ବିକାଶ ହେବା ସହିତ ରାଜ୍ୟର ପ୍ରଗତ

ଧରିତ୍ରୀ Mon, 02 Nov 2026 03:09
Read the original at ଧରିତ୍ରୀ ↗