Flag of Indiaसत्यमेव जयते
GOOD INDIA ODISHA

ନ୍ୟୁଜିଲାଣ୍ଡ ପାଇଁ ଖୁସିଖବାର: ଶେଷ ୨ ଦିନିକିଆରୁ ବାଦ୍‌ ପଡ଼ିଲେ ଅଧିନାୟକ ଗିଲଙ୍କ ସମେତ ୩ ଖେଳାଳି, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମଙ୍ଗଳବାର (୧୦ ନଭେମ୍ବର) ହାମିଲଟନରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ୍‌ ହୋଇଥିଲେ ମଧ୍ୟ ଲଗାତାର ବର୍ଷା କାରଣରୁ ଗୋଟିଏ ବି ବଲ ଖେଳାଯ

ଧରିତ୍ରୀ Tue, 10 Nov 2026 08:28
ଧରିତ୍ରୀ पर मूल खबर पढ़ें ↗