Flag of Indiaसत्यमेव जयते
GOOD INDIA ODISHA

ବିରିବାଟି-କନ୍ଦରପୁର ରାସ୍ତାରେ ଦିନକୁ ଦିନ ବଢୁଛି ଦୁର୍ଘଟଣା: ରାଜ୍ୟ ମାନବାଧିକାର କମିଶନରେ ମାମଲା

କଟକ ସଦର,୨୨ା୧୦(ସୁଶାନ୍ତ କୁମାର ଜେନା): ଜାତୀୟ ରାଜପଥ ନଂ ୫୫ର ବିରିବାଟି -କନ୍ଦରପୁର ମଧ୍ୟରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପାରାଦୀପ ବନ୍ଦର ଅଭିମୁଖେ ଯାଉଥିବା ଶହଶହ ଟ୍ରକ୍‌, ବସ୍‌ ଦ୍ରୁତ ଚାଳନା ଯୋଗୁ ପ୍ରତ୍ୟେକ ଦିନ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ରତ୍

ଧରିତ୍ରୀ Thu, 22 Oct 2026 05:43
Read the original at ଧରିତ୍ରୀ ↗