CRISIS
INDIA
ODISHA
ରିଲ୍ସ ପାଇଁ ନାବାଳକଙ୍କ ଆଖିରେ ପଟି ବାନ୍ଧି ନିଆଁ ଲଗାଇଲେ
କୋଲକାତା,୭ା୧୧: ସୋସିଆଲ ମିଡିଆ ପାଇଁ ରିଲ୍ସ କରିବା ନିଶାରେ ଜଣେ ନାବାଳକଙ୍କ ଆଖିରେ ପଟି ବାନ୍ଧି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଏହି ଘଟଣାଟି ଅକ୍ଟୋବର ୨୭ରେ ଦକ୍ଷିଣ କୋଲକାତାର ଗରଫା ଥାନା ଅନ୍ତର୍ଗତ ନେଲୀନଗର ଅଞ୍ଚଳରେ ଘଟିଛି।
Read the original at ଧରିତ୍ରୀ ↗