Flag of Indiaसत्यमेव जयते
GOOD INDIA ODISHA

୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ଦାବି! ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ

ଅମରାବତୀ,୧୦।୧୧: ଦେଶରେ ବଡ଼ ମୂଲ୍ୟର ନୋଟ୍‌ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ। ୫୦୦ ଓ ୨,୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ବନ୍ଦ କରି ୧୦୦ ଓ ୨୦୦ ଟଙ୍କିଆ ଛୋଟ ନୋଟ୍‌କୁ ଅଧିକ ପ୍ରୋତ୍ସାହନ ଦେବା ସହ ଡିଜିଟାଲ୍‌ କାରବାର ବଢ଼ାଇବାକୁ

ଧରିତ୍ରୀ Tue, 10 Nov 2026 04:40
Read the original at ଧରିତ୍ରୀ ↗