Flag of Indiaसत्यमेव जयते
GOOD INDIA ODISHA

କିଏ ଭାଙ୍ଗିବେ ସଚିନଙ୍କ ୧୦୦ ଶତକ ରେକର୍ଡ: ରେସ୍‌ରେ ସବୁଠୁ ଆଗରେ ଅଛନ୍ତି…

ନୂଆଦିଲ୍ଲୀ,୧୦।୧୧:କ୍ରିକେଟ ଜଗତରେ ଏବେ ପୁଣି ଚର୍ଚ୍ଚାରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ରେକର୍ଡ। ଗତ ୧୬ଟି ଦିନିକିଆ ଇନିଂସରେ ୪ଟି ଶତକ ହାସଲ କରିଛନ୍ତି କୋହଲି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ତାଙ୍କର ୭୪ ରନ୍‌ର ଦମଦାର ଇନିଂସ ପୁଣିଥରେ ପ୍ରମାଣିତ କରିଛି ଯେ, ବୟସ ବଢ଼ି

ଧରିତ୍ରୀ Tue, 10 Nov 2026 03:08
ଧରିତ୍ରୀ पर मूल खबर पढ़ें ↗