GOOD
INDIA
ODISHA
ପାକିସ୍ତାନର ବିକାଶରେ ହିନ୍ଦୁମାନଙ୍କ ଅବଦାନ’: ସ୍ବର ବଦଳାଇଲେ ଶେହବାଜ, ଜଣାଇଲେ ଦୀପାବଳି ଶୁଭେଚ୍ଛା
ଇସଲାମାବାଦ,୮।୧୧: ଦେଶ ତଥା ସମଗ୍ର ବିଶ୍ୱରେ ଦୀପାବଳି ପର୍ବ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଉଛି। ଆମର ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସରିଫଙ୍କ
ଧରିତ୍ରୀ पर मूल खबर पढ़ें ↗