Flag of Indiaसत्यमेव जयते
GOOD INDIA ODISHA

ଦିନିକିଆ ସିରିଜ୍‌ ପୂର୍ବରୁ ଶୁବମନ ଗିଲ୍‌ଙ୍କ ବଡ଼ ବୟାନ: କହିଲେ, ବୁମ୍‌ରା-ପାଣ୍ଡ୍ୟାଙ୍କ ବିନା ବି ଆମେ…

ନୂଆଦିଲ୍ଲୀ,୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ରୁ ଆରମ୍ଭ ହେବ। ସିରିଜ୍‌ର ପ୍ରଥମ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଖେଳୁଥିବା ଦେଖିବା ପାଇଁ ପ୍ରଶଂସକ ବେଶ ଉତ୍ସାହି

ଧରିତ୍ରୀ Tue, 03 Nov 2026 04:40
Read the original at ଧରିତ୍ରୀ ↗