Flag of Indiaसत्यमेव जयते
GOOD INDIA ODISHA

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ବର୍ଷ ଫେବୃଆରୀରେ ତାଙ୍କର କୁଲିଂ ଅଫ୍‌ ପିରିଅଡ୍‌ ଶେଷ ହେବ। ଭରତ ୨୦୨୩ରୁ ୨୦୨୪ ମଧ୍ୟରେ ଭାରତ ପାଇଁ ୭ ଟେଷ୍ଟ ମ୍ୟାଚ୍‌ ଖେ

ଧରିତ୍ରୀ Tue, 10 Nov 2026 14:13
Read the original at ଧରିତ୍ରୀ ↗