GOOD
INDIA
ODISHA
୪ ଦଶନ୍ଧିର ସେବା-୩୨୦୦ ଘଣ୍ଟାର ଉଡ଼ାଣ: ବାୟୁସେନାର ନୂତନ ଉପମୁଖ୍ୟ ହେଲେ ଇନ୍ଦରପାଲ ସିଂ ୱାଲିଆ
ନୂଆଦିଲ୍ଲୀ,୩୦।୧୦: ଭାରତୀୟ ବାୟୁସେନା (IAF)ର ଶୀର୍ଷ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ଏୟାର ମାର୍ଶଲ ଇନ୍ଦ୍ରପାଲ ସିଂହ ୱାଲିଆଙ୍କୁ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ (ଭାଇସ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍ – VCAS) ଭାବେ ନିଯୁକ୍ତ କରାଯାଇଛି। ସେ ଆସନ୍ତା ୧ ନଭେମ୍ବର ୨୦୨୬ରୁ
Read the original at ଧରିତ୍ରୀ ↗