CRISIS
INDIA
ODISHA
ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଆଦିବାସୀ ନେତ୍ରୀଙ୍କ ଆତ୍ମହତ୍ୟା
ରାଞ୍ଚତ୍, ୭ା୧୧: ଆଦିବାସୀ ଅଧିକାର କର୍ମୀ ତଥା ନେତ୍ରୀ ନିଶା ଭଗତ ଶୁକ୍ରବାର ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଫେସ୍ବୁକ୍ରେ ଲାଇଭ ଆସିବା ସମୟରେ ରାଞ୍ଚତ୍ସ୍ଥିତ ବାସଭବନରେ ଆମତ୍ହତ୍ୟା କରିଛନ୍ତି। ଫେସ୍ବୁକ ଲାଇଭ୍ ଭିଡିଓ ଭାଇରାଲ ପରେ ତାଙ୍କ ମୃତ୍ୟୁ ସ୍ଥିତିକୁ ନେଇ ପ୍ରଶ୍ନବ
Read the original at ଧରିତ୍ରୀ ↗