Flag of Indiaसत्यमेव जयते
GOOD INDIA ODISHA

‘ଘର ଖାଲି ଖାଲି ଲାଗୁଛି,’ଦୀପାବଳି ପୂର୍ବରୁ ନିଜ ମନ ତଳର କଷ୍ଟ ବଖାଣିଲେ ଗୋବିନ୍ଦାଙ୍କ ପତ୍ନୀ ସୁନିତା, କହିଲେ…

ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୧’ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା ନିକଟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୩୯ ବର୍ଷର ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ ଚାଲୁନଥିବା ପରି ମନେହେଉଛି। ଏହି ପରିପ୍ରେକ୍ଷୀରେ, ଦୀପାବଳି ପୂର୍ବରୁ ସୁନିତା ଆହୁଜା ନିଜର କିଛି ଭା

ଧରିତ୍ରୀ Fri, 06 Nov 2026 10:14
Read the original at ଧରିତ୍ରୀ ↗