GOOD
INDIA
ODISHA
ଦଶମ ଶ୍ରେଣୀ ଛାତ୍ରୀଙ୍କୁ କରତରେ ଆକ୍ରମଣ: ଅଭିଯୁକ୍ତଙ୍କୁ ଗୁଳିକରି ଗିରଫ କଲା ପୋଲିସ
ଅନନ୍ତପୁର,୧ା୧୧: ଆନ୍ଧ୍ରପ୍ରଦେଶର ରାପଟାଡୁ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଗୋପିକାଙ୍କୁ କରତରେ ଆକ୍ରମଣ କରିଥିବା ଅଭିଯୁକ୍ତ ହେମନ୍ଥ ଖସି ପଳାଇବାକୁ ଉଦ୍ୟମ କଲାବେଳେ ପୋଲିସ ଗୁଳି ଚଳାଇ ତାଙ୍କୁ ଗିରଫ କରିଛି। ପୋଲିସ ୬ ରାଉଣ୍ଡ ଗୁଳି ଚଳାଇଥିଲା। ଆହତ ହେମନ୍ଥଙ୍କୁ ଚିକିତ୍ସା
ଧରିତ୍ରୀ पर मूल खबर पढ़ें ↗