CRISIS
INDIA
ODISHA
Cyclone ‘Murasu’: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଏହି ଜିଲ୍ଲାରେ ୪ ଯାଏ ସ୍କୁଲ,କଲେଜ ଛୁଟି

ବାତ୍ୟା ‘ମୁରାସୁ’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆସନ୍ତାକାଲିଠାରୁ ୪ ତାରିଖ ଯାଏ ମାଲକାନଗିରି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟ
Odisha Reporter पर मूल खबर पढ़ें ↗