GOOD
INDIA
ODISHA
Cyclone: ଆସୁଛି ଆଉ ଗୋଟିଏ ବାତ୍ୟା, କେଉଁଠି ପଡ଼ିବ ପ୍ରଭାବ?

Cyclone: ବାତ୍ୟା ଅର୍ଣ୍ଣବ ଦୁର୍ଦ୍ଦଶାରେ ଦକ୍ଷିଣ ଓଡ଼ିଶା ଆଉଟପାଉଟ ହେଉଥିବା ବେଳେ ଏବେ ଆଉ ଗୋଟିଏ ଡରାଇଲା ଭଳତ ଖବର ଆସିଛି। ବଙ୍ଗୋପସାଗରରେ ପୁଣି ଗୋଟିଏ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ବଙ୍ଗୋପସାଗରେ ଗୋଟିଏ ଅବପାତ ସୃଷ୍ଟି ହେବାକୁ ଯାଉଥିବା
Read the original at Odisha Reporter ↗