GOOD
INDIA
ODISHA
Cyclone: ଅବପାତରେ ପରିଣତ ହେଲା ଲଘୁଚାପ; କାଲି ସୃଷ୍ଟି ହୋଇପାରେ ବାତ୍ୟା

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ (ୱେଲ୍ ମାର୍କଡ୍ ଲୋପ୍ରେସର) ଆଜି ଅବପାତରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏହି ଅବପାତ। ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଇଛନ୍ତି ଏହି ସୂଚନା। ଅବପାତ
Read the original at Odisha Reporter ↗