CRISIS
CRIME
ODISHA
Crime News: ଭୁବନେଶ୍ୱରରେ ଚାଞ୍ଚଲ୍ୟ: ବିଶ୍ୱାସରେ ବିଷ ଦେଲେ କେୟାରଟେକର, ଏକା ରହୁଥିବା ମାଲିକାଣୀଙ୍କୁ ମାରି ଲୁଟି ନେଲେ ଟଙ୍କାସୁନା

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ବିଶ୍ୱାସରେ ବିଷ ଦେଲା କେୟାରଟେକର। ମାଲିକାଣୀଙ୍କୁ ମାରି ସୁନାଗହଣା ଧରି ଫେରାର ହୋଇଯାଇଥିବା ଅଭିଯୋଗ। ଲକ୍ଷ୍ମୀସାଗରର ବୁଦ୍ଧ ନଗରରେ ଘଟିଛି ଏହି ଘଟଣା। ମୃତ ବୃଦ୍ଧାଙ୍କ ନାଁ କୁଞ୍ଜଲତା ନନ୍ଦ। ତାଙ୍କୁ ୭୬ ବର୍ଷ ହୋଇଥିଲା। ତାଙ୍କ ସ୍ୱାମୀଙ୍କ ନାଁ ହାଡ଼ିବନ
Read the original at Odisha Reporter ↗