GOOD
INDIA
ODISHA
Class 8th Student Dies: କ୍ଲାସ ଚାଲିଥିବା ବେଳେ ସ୍କୁଲରେ ଟଳି ପଡ଼ିଲେ ୮ମ ଶ୍ରେଣୀ ଛାତ୍ର

Class 8th Student Dies: ପାଠପଢ଼ା ଚାଲିଥିବା ବେଳେ ଘଟିଛି ଅଘଟଣ। ସ୍କୁଲର ଶ୍ରେଣୀ ଗୃହରେ ଟଳି ପଡ଼ିଛନ୍ତି ଜଣେ ୮ମ ଶ୍ରେଣୀ ଛାତ୍ର। ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର
Read the original at Odisha Reporter ↗